ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ

ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ଲାଗୁଛି ନବୀନ ବାବୁ ଏଥର ପ୍ରତିଶ୍ରୁତି ପାଳନ କରିବେ।

ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ

ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ। ସେ କହିଛନ୍ତି, ଲାଗୁଛି ନବୀନ ବାବୁ ଏଥର ପ୍ରତିଶ୍ରୁତି ପାଳନ କରିବେ। ଯଦି ଜଗନ୍ନାଥ ଥିବେ ନିଶ୍ଚୟ ଟିକେଟ ମିଳିବ। ଦେଖନ୍ତୁ ପୂରା ରିପୋର୍ଟ।