ପୁଣି ପ୍ରେମରେ ପଡିଲେ ବ୍ରିଟେନ ରାଜକୁମାର! ରାଜକୁମାରୀଙ୍କ ସାଙ୍ଗଙ୍କୁ ଦେଇବସିଲେ ମନ

ନୂଆଦିଲ୍ଲୀ ୧୮/୦୩ : ବ୍ରିଟେନର ଶାହୀ ପରିବାର । ଚର୍ଚ୍ଚା ଯେତିକି ସୁନାମ ବି ସେତିକି । ଖାସ୍ କରି ରାଜକୁମାର ରାଜକୁମାରୀଙ୍କ ପାଇଁ । ଏବେ କିନ୍ତୁ ଆଲୋଚନାର ଶୀର୍ଷରେ ରାଜଉଆସର କାହାଣୀ । କିଛିଦିନ ତଳେ କେଟ୍ ନିଖୋଜ ନେଇ ଶୁଣିବାକୁ ମିଳିଥିଲା ଖବର । ଏବେ କିନ୍ତୁ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା । କଥା ଉଠିଛି କୁଆଡେ କେଟ୍ ନିଖୋଜ ପଛରେ ସ୍ୱାମୀ ପ୍ରିନ୍ସ । ବୁଝିପାରିଲେନି କି । ଆଜ୍ଞା ହଁ ଯାହା ଶୁଣିବାକୁ ମିଳୁଛି ସ୍ୱାମୀଙ୍କ ପରିକିୟା ପ୍ରିତୀ ପାଇଁ ଲାପତା କେଟ୍ ।କେଟ୍‌-ପ୍ରିନ୍ସ ସମ୍ପର୍କରେ ଫାଟ । ବୈବାହିକ ଜୀବନରେ ଉଠିଛି ଝଡ । ପତି-ପତ୍ନୀଙ୍କ ମଧ୍ୟରେ ଏଣ୍ଟ୍ରି ମାରିଛନ୍ତି ଆଉ ଜଣେ । ଆଉ ଏହି ତୃତୀୟ ଜଣଙ୍କ ହେଉଛନ୍ତି କେଟ୍‌ଙ୍କ ଘନିଷ୍ଠ ବନ୍ଧୁ । ମାନେ କେଟ୍‌ଙ୍କ ସାଙ୍ଗ ରୋଜ୍‌ଙ୍କ ପ୍ରେମରେ ଉବୁଟୁବୁ ଯୁବରାଜ । ଏମିତିକି ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ବି ହେଉଛି । କଥା ବି ଉଠେ କି ବୋଧହୁଏ କେଟ୍‌ଙ୍କ ନିଖୋଜ ପଛରେ ଥାଇପାରେ ଏହି କାରଣ । କାରଣ ମଦର୍ସ ଡେରେ ଗୋଟିଏ ଫଟୋ ସେୟାର କରିଥିଲେ କେଟ୍ । ଯେଉଁଥିରେ ସେ ଓ ତାଙ୍କ ତିନି ପିଲା ଥିଲେ । ଏଥିରେ ନଥିଲେ ପ୍ରିନ୍ସ ହ୍ୟାରୀ । ଫଟୋ ଭାଇରାଲ ହେବା ପରେ ଲୋକଙ୍କୁ କ୍ଷମା ମାଗିଥିଲେ କେଟ୍ । କହିଥିଲେ ଏହା ଏଡିଟେଡ୍ ଫଟୋ । ଘଟଣା ଥଣ୍ଡା ପଡିନଥିବାବେଳେ ଏବୁ ପୁଣିଥରେ ସ୍ୱାମୀଙ୍କ ଆଫେୟାର୍ସକୁ ଖୁବ୍ ଗସିପ୍ । ପ୍ରିନ୍ସଙ୍କ ଏହି ନୂଆ ପ୍ରେମିକ ହ

ପୁଣି ପ୍ରେମରେ ପଡିଲେ ବ୍ରିଟେନ ରାଜକୁମାର! ରାଜକୁମାରୀଙ୍କ ସାଙ୍ଗଙ୍କୁ ଦେଇବସିଲେ ମନ

ନୂଆଦିଲ୍ଲୀ ୧୮/୦୩ : ବ୍ରିଟେନର ଶାହୀ ପରିବାର । ଚର୍ଚ୍ଚା ଯେତିକି ସୁନାମ ବି ସେତିକି । ଖାସ୍ କରି ରାଜକୁମାର ରାଜକୁମାରୀଙ୍କ ପାଇଁ । ଏବେ କିନ୍ତୁ ଆଲୋଚନାର ଶୀର୍ଷରେ ରାଜଉଆସର କାହାଣୀ । କିଛିଦିନ ତଳେ କେଟ୍ ନିଖୋଜ ନେଇ ଶୁଣିବାକୁ ମିଳିଥିଲା ଖବର । ଏବେ କିନ୍ତୁ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା । କଥା ଉଠିଛି କୁଆଡେ କେଟ୍ ନିଖୋଜ ପଛରେ ସ୍ୱାମୀ ପ୍ରିନ୍ସ । ବୁଝିପାରିଲେନି କି । ଆଜ୍ଞା ହଁ ଯାହା ଶୁଣିବାକୁ ମିଳୁଛି ସ୍ୱାମୀଙ୍କ ପରିକିୟା ପ୍ରିତୀ ପାଇଁ ଲାପତା କେଟ୍ ।


କେଟ୍‌-ପ୍ରିନ୍ସ ସମ୍ପର୍କରେ ଫାଟ । ବୈବାହିକ ଜୀବନରେ ଉଠିଛି ଝଡ । ପତି-ପତ୍ନୀଙ୍କ ମଧ୍ୟରେ ଏଣ୍ଟ୍ରି ମାରିଛନ୍ତି ଆଉ ଜଣେ । ଆଉ ଏହି ତୃତୀୟ ଜଣଙ୍କ ହେଉଛନ୍ତି କେଟ୍‌ଙ୍କ ଘନିଷ୍ଠ ବନ୍ଧୁ । ମାନେ କେଟ୍‌ଙ୍କ ସାଙ୍ଗ ରୋଜ୍‌ଙ୍କ ପ୍ରେମରେ ଉବୁଟୁବୁ ଯୁବରାଜ । ଏମିତିକି ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ବି ହେଉଛି । କଥା ବି ଉଠେ କି ବୋଧହୁଏ କେଟ୍‌ଙ୍କ ନିଖୋଜ ପଛରେ ଥାଇପାରେ ଏହି କାରଣ । କାରଣ ମଦର୍ସ ଡେରେ ଗୋଟିଏ ଫଟୋ ସେୟାର କରିଥିଲେ କେଟ୍ । ଯେଉଁଥିରେ ସେ ଓ ତାଙ୍କ ତିନି ପିଲା ଥିଲେ । ଏଥିରେ ନଥିଲେ ପ୍ରିନ୍ସ ହ୍ୟାରୀ । ଫଟୋ ଭାଇରାଲ ହେବା ପରେ ଲୋକଙ୍କୁ କ୍ଷମା ମାଗିଥିଲେ କେଟ୍ । କହିଥିଲେ ଏହା ଏଡିଟେଡ୍ ଫଟୋ । ଘଟଣା ଥଣ୍ଡା ପଡିନଥିବାବେଳେ ଏବୁ ପୁଣିଥରେ ସ୍ୱାମୀଙ୍କ ଆଫେୟାର୍ସକୁ ଖୁବ୍ ଗସିପ୍ । 


ପ୍ରିନ୍ସଙ୍କ ଏହି ନୂଆ ପ୍ରେମିକ ହେଉଛନ୍ତି ସାରା ରୋଜ୍ ହୈନବରୀ । ଯିଏକି ଚୋଲମୋଣ୍ଡେଲିର ସପ୍ତମ ମାର୍କେସ୍ ଡେଭିଡ ଚୋଲମୋଣ୍ଡେଲିଙ୍କ ପତ୍ନୀ । ରାଜ ପରିବାରରେ ଦ୍ୱିତୀୟ ପ୍ରେମ କିଛି ନୂଆ କଥା ନୁହେଁ । ପୂର୍ବରୁ ବି କିଙ୍ଗ୍ସ ଚାର୍ଲ୍ସ ଓ ରାଣୀ କାମିଲା ପାର୍କରଙ୍କ ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ଏବେ ପ୍ରିନ୍ସ ହ୍ୟାରୀଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚା ପରେ ଲୋକେ କହୁଛନ୍ତି ଇତିହାସର ହେବ ପୁନରାବୃତ୍ତି ।  



୨୦୧୯ରୁ ଆରମ୍ଭ ହୋଇଥିଲା ପ୍ରିନ୍ସ ଓ ରୋଜ୍‌ଙ୍କ ଚୋରା ପୀରତି । ଉଭୟ ଭାଲେଣ୍ଟାଇନ ଡେ ବି ସେଲିବ୍ରେଟ୍ କରିଥିଲେ । ସେହି ସମୟରେ ପ୍ରିନ୍ସଙ୍କ ସହ କାରରେ ମହିଳାଙ୍କ ଫଟୋ ବି ଭାଇରାଲ୍ ହୋଇଥିଲା । ଲୋକେ ସନ୍ଦହରେ ପଡିଯାଇଥିଲେ ମହିଳା ଜଣଙ୍କ କେଟ୍‌ ନା ଆଉ କିଏ । ଏବେ କିଛି ବର୍ଷ ପରେ ତାଜା ହୋଇଛି ତାଙ୍କ ପ୍ରେମ କାହାଣୀର ଚର୍ଚ୍ଚା । ତେବେ ଏହା ପ୍ରକୃତରେ ସତ୍ୟ ନା ଆଉ କିଛି ତା ଆଗାମୀ ଦିନରେ ସ୍ପଷ୍ଟ ହେବ । 


you can also read...

ଗାଜାକୁ ପାଇଁ ୟୁଏଇର ମାନବୀୟ ସହାୟତା, ପଠାଇଲା ଖାଦ୍ୟ ସହ ଜରୁରୀ ସାମଗ୍ରୀ