ପୁଣି ଭୟଙ୍କର ଭାବେ ବ୍ୟାପିଲାଣି ମହାମାରୀ

ଦେଶ ତଥା ରାଜ୍ୟରେ ପୁଣି ହୁ ହୁ ହୋଇ ବଢିଲାଣି କୋରୋନା । ପୁଣି ଭୟଙ୍କର ଭାବେ ବ୍ୟାପିଲାଣି ମହାମାରୀ । ଗତକାଲି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭ ନୂଆ କରୋନା ରୋଗୀ। ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ କୋଭିଡ ପଜିଟିଭ ସଂଖ୍ୟା ୪୫ରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଲେଣି। ଅର୍ଥାତ୍ ଏବେ ରାଜ୍ୟର ସକ୍ରିୟ କରୋନା ରୋଗୀ ସଂଖ୍ୟା ୩୩ ରହିଛି ! 

ପୁଣି ଭୟଙ୍କର ଭାବେ ବ୍ୟାପିଲାଣି ମହାମାରୀ
Array