ପୁଣି ହେବ କି ଲକ୍ଡାଉନ୍
#ଓଡ଼ିଶାରେ_କରୋନା, #ପୁଣି_ହେବ_କି_ଲକ୍ଡାଉନ୍ କରୋନା ରିଟର୍ଣ୍ଣସ୍। ପୁଣି ଫେରିଲା କୋଭିଡ ଭାଇରସ୍। ୩ ବର୍ଷ ପରେ କଡ ଲେଉଟାଇଛି କୋଭିଡ-୧୯। ଚୀନ୍ ଓ ସିଙ୍ଗାପୁରରେ ସଂକ୍ରମଣ ବ୍ୟପିବା ପରେ ଭାରତରେ ପଶିଥିଲା ଛନକା। ଦୁଇ ଦିନ ତଳେ ମୁମ୍ବାଇରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ପରେ ଆଲାରାମ୍ ବଜାଇଥିଲା କରୋନା। ଏବେ ଓଡ଼ିଶାରେ ଜଣେ ପଜିଟିଭ ବାହାରିବା ପରେ ଭୟ ବଢ଼ିଛି।