ପୁଣି ୨୭ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ପୁଣି ୨୭ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ଦେଉଥିବା... The post ପୁଣି ୨୭ ବିମାନକୁ ମିଳିଲା ବୋମା ଧମକ appeared first on .

ପୁଣି ୨୭ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ପୁଣି ୨୭ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ଦେଉଥିବା ଘଟଣାଗୁଡ଼ିକ ବନ୍ଦ ହେବାର ନା ନେଉନାହିଁ । ବର୍ତ୍ତମାନ ୨୭ଟି ବିମାନକୁ ବୋମା ଧମକ ଦିଆଯାଇଛି। ବୋମା ଧମକ ମିଳିଥିବା ବିମାନ ମଧ୍ଯରେ ସ୍ପାଇସଜେଟର ୬ଟି ବିମାନ, ଏୟାର ଇଣ୍ଡିଆର ୬ଟି ଏବଂ ଭିସ୍ତାରାର ୭ଟି ବିମାନ ରହିଛି, ଯାହାକୁ ବୋମା ଧମକ ଦିଆଯାଇଛି। ଏହି ଧମକ ପରେ ଅନେକ ବିମାନ ବନ୍ଦରରେ ସୁରକ୍ଷା ବ୍ଯସ୍ଥାକୁ ବଢ଼ାଇ ଦିଆଯାଇଛି ।

ବୋମା ଧମକ ପରେ ଏୟାର ଇଣ୍ଡିଆର ୬ଟି ବିମାନ ଏବଂ ସ୍ପାଇସଜେଟ, ଇଣ୍ଡିଗୋ ଏବଂ ଭିଷ୍ଟାରାର ୭ଟି ବିମାନ ପ୍ରଭାବିତ ହୋଇଛନ୍ତି । ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିଷ୍ଟାରା, ସ୍ପାଇସଜେଟ୍, ଆଲାଇନ୍ସ ଏୟାର ଏବଂ ଆକାଶ ଏୟାର ର ୯୫ ବିମାନ ଉଡ଼ାଣ ହେବାର ଗୋଟିଏ ଦିନ ପରେ ଏହି ଧମକ ଆସିଛି ।

The post ପୁଣି ୨୭ ବିମାନକୁ ମିଳିଲା ବୋମା ଧମକ appeared first on .