ପୁଣେରେ ହେଲିକପ୍ଟର ଦୁର୍ଘଟଣା

ପୁଣେ,୨୪ା୮: ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି ହାଇଦ୍ରାବାଦ ଯାଉଥିବା ବେଳେ ପୁଣେ ଜିଲାର ପୌଦ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। The post ପୁଣେରେ ହେଲିକପ୍ଟର ଦୁର୍ଘଟଣା appeared first on Dharitri Odia News.

ପୁଣେରେ ହେଲିକପ୍ଟର ଦୁର୍ଘଟଣା

ପୁଣେ,୨୪ା୮: ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।

ମଳିଥିବା ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି ହାଇଦ୍ରାବାଦ ଯାଉଥିବା ବେଳେ ପୁଣେ ଜିଲାର ପୌଦ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ପୁଣେରେ ହେଲିକପ୍ଟର ଦୁର୍ଘଟଣା appeared first on Dharitri Odia News.