ପୁରୀ ଡେଲାଙ୍ଗ ପରିବା ମାର୍କେଟରେ ନିଁଆ । ଟନ,ଟନ ପରିବା ପୋଡି ନଷ୍ଟ
କନକବ୍ୟୁରୋ : ପୁରୀ ଡେଲାଙ୍ଗରେ ପରିବା ବଜାରରେ ନିଆଁ ଲଗାଇଦେଲେ ଦୁର୍ବତ୍ତ । ଗଛିତ ରହିଥିବା ପନିପରିବା ପୋଡି ପାଉଁଶ । ଶନିବାର ରାତିରେ କେହି ଦୁର୍ବୃତ୍ତ ପରିବା ବଜାରରେ ପଶି ନିଆଁ ଲଗାଇଦେଇଥିବା ଜଣାପଡିଛି । ଖବର ପାଇବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତକୁ ଆଣିଛନ୍ତି । ଏନେଇ ପରିବା ବ୍ୟବସାୟୀ ମାନେ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି ।

କନକବ୍ୟୁରୋ : ପୁରୀ ଡେଲାଙ୍ଗରେ ପରିବା ବଜାରରେ ନିଆଁ ଲଗାଇଦେଲେ ଦୁର୍ବତ୍ତ । ଗଛିତ ରହିଥିବା ପନିପରିବା ପୋଡି ପାଉଁଶ । ଶନିବାର ରାତିରେ କେହି ଦୁର୍ବୃତ୍ତ ପରିବା ବଜାରରେ ପଶି ନିଆଁ ଲଗାଇଦେଇଥିବା ଜଣାପଡିଛି ।
ଖବର ପାଇବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତକୁ ଆଣିଛନ୍ତି । ଏନେଇ ପରିବା ବ୍ୟବସାୟୀ ମାନେ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି ।