ପୁରୀ ଯାଉଥିଲେ ବିଧାୟକ, ବସ୍ରେ ଗୀତ ବୋଲିଲେ ସିଦ୍ଧାନ୍ତ
ପୁରୀ,୪।୧୨: ଆଜି ନୌସେନା ଦିବସ ପାଳନ ଅବସରରେ ପୁରୀରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସରିଛି। ଏଥିପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୁରୀରେ ନୌ ସେନା ଦିବସ ପାଳନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏଥିସହ ଓଡ଼ିଶାର ସବୁ ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବସ୍ ସୁବିଧା ହୋଇଛି। ସମସ୍ତେ ଗୋଯିଏ ବସ୍ରେ ପୁରୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ବସ୍ରେ ଯିବା ସମୟରେ ସମସ୍ତଙ୍କର ମନୋରଞ୍ଜନ ପାଇଁ ବିଧାୟକ […] The post ପୁରୀ ଯାଉଥିଲେ ବିଧାୟକ, ବସ୍ରେ ଗୀତ ବୋଲିଲେ ସିଦ୍ଧାନ୍ତ appeared first on Dharitri Odia News.
ପୁରୀ,୪।୧୨: ଆଜି ନୌସେନା ଦିବସ ପାଳନ ଅବସରରେ ପୁରୀରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସରିଛି। ଏଥିପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପୁରୀରେ ନୌ ସେନା ଦିବସ ପାଳନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏଥିସହ ଓଡ଼ିଶାର ସବୁ ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବସ୍ ସୁବିଧା ହୋଇଛି। ସମସ୍ତେ ଗୋଯିଏ ବସ୍ରେ ପୁରୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ବସ୍ରେ ଯିବା ସମୟରେ ସମସ୍ତଙ୍କର ମନୋରଞ୍ଜନ ପାଇଁ ବିଧାୟକ ସିଦ୍ଧାନ୍ତ ମହାପାତ୍ର ପୁଚୁକି ଗାଲି ଗୀତ ବୋଲିଛନ୍ତି।
The post ପୁରୀ ଯାଉଥିଲେ ବିଧାୟକ, ବସ୍ରେ ଗୀତ ବୋଲିଲେ ସିଦ୍ଧାନ୍ତ appeared first on Dharitri Odia News.