ପୁରୀ ଯିବାବେଳେ ବିଧାୟକଙ୍କ ଗାଡି ଧକ୍କା ; ଅଳ୍ପକେ ବର୍ତ୍ତିଲେ ବିଧାୟକ

କନକ ବ୍ୟୁରୋ: ନୌସେନା ଦିବସ ପାଇଁ ପୁରୀ ଯିବା ସମୟରେ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ଜାମ୍ ଯୋଗୁଁ ମାଳତିପୁର ନିକଟରେ ପଛକୁ ପଛ ପିଟି ହୋଇଥିଲା ୬ଟି ଗାଡି । ସେଥିରେ ବିଜେପୁର ବିଧାୟକ ସନତ ଗଡତିଆଙ୍କ ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । 