'ପୁରୀରେ କଣ ଉଦ୍‌ଘାଟନ ହେବ ?'

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ କିଛି ଏଭଳି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ।

'ପୁରୀରେ କଣ ଉଦ୍‌ଘାଟନ ହେବ ?'

'ପୁରୀରେ କାହାର ପ୍ରାଣ ପ୍ରତିଷ୍ଠା ହେବ ? କେଉଁ ଉଦ୍‌ଘାଟନ ହେବ ? ପାଇଖାନା, ଡ୍ରେନ୍‌ର ଉଦ୍‌ଘାଟନ ହେବ ?' ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ କିଛି ଏଭଳି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।