ପୁରୀରେ ଛୁରା ମାଡ଼, ଜଣେ ଆହତ

ଡେସ୍କ: ପୁରୀରେ ଜଣଙ୍କୁ ଛୁରା ମାଡ ହୋଇଥିବା ଜଣାପଡିଛି। ଛୁରା ମାଡରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶଙ୍କରାନନ୍ଦ ମଠ ଟ୍ରଷ୍ଟି ଦୁର୍ଗା ପ୍ରସାଦ ମିଶ୍ର। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଣେ ଡେକୋରେଟର ତାଙ୍କୁ ଛୁରାମାଡ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।