ପୁରୀରେ ଧୁମଧାମରେ ପାଳନ ହେଉଛି ହୋଲି
ଆଜି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଧୁମଧାମରେ ପାଳନ ହେଉଛି ହୋଲି।
ଆଜି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ସବୁଠି ଧୁମଧାମରେ ପାଳନ ହେଉଛି ହୋଲି। ସେହିଭଳି ପୁରୀରେ ଧୁମଧାମରେ ପାଳନ ହେଉଛି ହୋଲି। ପରସ୍ପରକୁ ରଙ୍ଗ ଲଗାଇ ଜଣାଉଛନ୍ତି ଶୁଭେଚ୍ଛା। ନାଚଗୀତରେ ମସଗୁଲ ସମସ୍ତେ।