ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ, ଶେରଗଡରୁ ଆସିଛି ୧୪ ଖଣ୍ଡ ଫାସୀ କାଠ

ପୁରୀ ୬।୫: ମେ’ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ଏଥିସହ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ । ତେବେ ରଥ ନିର୍ମାଣ ପାଇଁ ସୋମବାର ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ । ଆସ୍କା ଶେରଗଡ ଅଞ୍ଚଳରୁ ୧୪ ଖଣ୍ଡ ଫାସୀ କାଠ ରଥଖଳାରେ ପହଞ୍ଚିଛି । ଏହି କାଠରେ ତୁମ୍ଭ ନିର୍ମାଣ କରାଯିବ । ସେପଟେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଥିବାରୁ ରଥଚାଳି ନିର୍ମାଣ କରାଯାଉଛି । ସେହିପରି ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟ ସଜେଇ ହେଉଛି । You Can Read :କାଳବୈଶାଖୀ ଯୋଗୁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର, ଝାରସୁଗୁଡାରେ ଜରୁରୀ ଅବତରଣ  

ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ, ଶେରଗଡରୁ ଆସିଛି ୧୪ ଖଣ୍ଡ ଫାସୀ କାଠ

ପୁରୀ ୬।୫: ମେ’ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ଏଥିସହ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ । ତେବେ ରଥ ନିର୍ମାଣ ପାଇଁ ସୋମବାର ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ । ଆସ୍କା ଶେରଗଡ ଅଞ୍ଚଳରୁ ୧୪ ଖଣ୍ଡ ଫାସୀ କାଠ ରଥଖଳାରେ ପହଞ୍ଚିଛି । ଏହି କାଠରେ ତୁମ୍ଭ ନିର୍ମାଣ କରାଯିବ । 

ସେପଟେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଥିବାରୁ ରଥଚାଳି ନିର୍ମାଣ କରାଯାଉଛି । ସେହିପରି ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟ ସଜେଇ ହେଉଛି । 

You Can Read :

କାଳବୈଶାଖୀ ଯୋଗୁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର, ଝାରସୁଗୁଡାରେ ଜରୁରୀ ଅବତରଣ