ପୁରୀରେ ରାଷ୍ଟ୍ରପତି, ସକାଳୁ ସକାଳୁ ସମୁଦ୍ରକୂଳରେ ବୁଲିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ପୁରୀ ୦୮।୦୭ : ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ସକାଳୁ ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରଣ କରିଲେ ରାଷ୍ଟ୍ରପତି । ପୁରୀରେ ରହଣୀ ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଚ୍ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିଛନ୍ତି ରାଷ୍ଟ୍ରପତି ।Also Read: ଦଳାଚକଟା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷର ସହାୟତା ଘୋଷଣାସୂଚନାଯୋଗ୍ୟ ଯେ, ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛି । ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ସୋମବାର ଦିନ ପୁରୀ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ୱର ଫେରିଯିବେ । ଭୁବନେଶ୍ୱରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିଯିବେ ।
ପୁରୀ ୦୮।୦୭ : ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ସକାଳୁ ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରଣ କରିଲେ ରାଷ୍ଟ୍ରପତି । ପୁରୀରେ ରହଣୀ ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲ୍ଡେନ୍ ବିଚ୍ରେ ସକାଳ ସକାଳୁ ସମୁଦ୍ର କୂଳରେ ଭ୍ରମଣ କରିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ବୁଲିଛନ୍ତି ରାଷ୍ଟ୍ରପତି ।
Also Read: ଦଳାଚକଟା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷର ସହାୟତା ଘୋଷଣା
ସୂଚନାଯୋଗ୍ୟ ଯେ, ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛି । ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ସୋମବାର ଦିନ ପୁରୀ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ୱର ଫେରିଯିବେ । ଭୁବନେଶ୍ୱରରେ କିଛି କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୂଆଦିଲ୍ଲୀ ଫେରିଯିବେ ।