ପୁରୁଷମାନେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ପ୍ରଜନନ କ୍ଷମତା ଉପରେ ପଡିପାରେ ପ୍ରଭାବ

ଆଚାର ଖଇବା ହୁଏତ ସମସ୍ତଙ୍କୁ ପସନ୍ଦ । ଖାସ୍ କରି ମହିଳାଙ୍କୁ ଆଚାର ଖାଇବା ଖୁବ୍ ପସନ୍ଦ ଆସିଥାଏ । ଖଟାମିଠା ଆଚାର ହେଉ କିମ୍ବା ଅନ୍ୟ କୌଣସି ଆଚାର, ସମସ୍ତେ ଏହି ଆଚାର ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ସବୁ ଘରେ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆଚାର ଡବା ତ’ ମିଳିଯିବ । ରୁଟି ହେଉ କିମ୍ବା ଭାତ ଆଚାର ଉଭୟ ସହ ଆଚାର ଖାଇବାକୁ ଭଲ ଲାଗିଥାଏ । କିନ୍ତୁ କ’ଣ ଆପଣ […]

ପୁରୁଷମାନେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ପ୍ରଜନନ କ୍ଷମତା ଉପରେ ପଡିପାରେ ପ୍ରଭାବ

ଆଚାର ଖଇବା ହୁଏତ ସମସ୍ତଙ୍କୁ ପସନ୍ଦ । ଖାସ୍ କରି ମହିଳାଙ୍କୁ ଆଚାର ଖାଇବା ଖୁବ୍ ପସନ୍ଦ ଆସିଥାଏ । ଖଟାମିଠା ଆଚାର ହେଉ କିମ୍ବା ଅନ୍ୟ କୌଣସି ଆଚାର, ସମସ୍ତେ ଏହି ଆଚାର ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ସବୁ ଘରେ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆଚାର ଡବା ତ’ ମିଳିଯିବ । ରୁଟି ହେଉ କିମ୍ବା ଭାତ ଆଚାର ଉଭୟ ସହ ଆଚାର ଖାଇବାକୁ ଭଲ ଲାଗିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ଯବାନ, ବିବାହିତ ପୁରୁଷଙ୍କ ପାଇଁ ମଧ୍ୟ ଅଧିକ ଖଟା ଖାଇବା ହାନିକାରକ ହୋଇପାରେ ।

ଆଚାରର ଖଟାମିଠା ସ୍ୱାଦ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ଏହାକୁ ପ୍ରସ୍ତୁତ କରିବାରେ ଅଧିକ ତେଲ ବ୍ୟବହାର ହୋଇଥାଏ । ଏହା ସହ ଯଦି ଏହାକୁ ଠିକ୍ ଭାବରେ ଖରାରେ ଶୁଖାନଯାଏ ତେବେ ଏଥିରେ ବ୍ୟବହାର ହୋଇଥିବା ମସଲା କଞ୍ଚା ରହିଯାଏ । ଏହି ୨ କାରଣରୁ ହାଇ କୋଲେଷ୍ଟ୍ରୋଲ ଏବଂ ପାଚନ ସମସ୍ୟା ହୋଇଥାଏ । ଏହା ସହ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

ଏହି ଅସୁବିଧାରୁ ବର୍ତ୍ତିବା ପାଇଁ ଆପଣ ଆଚାର ସେବନ ସୀମିତ ମାତ୍ରାରେ ହିଁ କରନ୍ତୁ । ଯଦି ସମ୍ଭବ ହେଉଛି ତେବେ ଘରେ ତିଆରି କରନ୍ତୁ ଏବଂ ଏଥିରେ କମ୍ ତେଲ ବ୍ୟବହାର କରନ୍ତୁ ଏବଂ ଏହାକୁ କାଚ ପାତ୍ରରେ ରଖନ୍ତୁ ଏବଂ ସେତେବେଳେ ଖାଆନ୍ତୁ ଯେତେବେଳେ ଆପଣ ଏହାକୁ ଭଲ ଭାବରେ ଖରାରେ ଶୁଖାଇଥିବେ, ଏହାକୁ ମଧ୍ୟ ସୀମିତ ମାତ୍ରାରେ ଖାଆନ୍ତୁ । ସାଧାରଣତଃ ଲୋକେ ବଜାରରୁ ଆଚାର କଣିଥାନ୍ତି ଯେଉଁଥିରେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇନଥାଏ ।