ପୁରୁଷୋତ୍ତମପୁର ଏକ୍ସପ୍ରେସରେ ସନ୍ଦିଗ୍ଧ ବ୍ୟାଗ୍, ଯାଞ୍ଚରୁ ମିଳିଲା ଦେଢ଼ ସହରୁ ଅଧିକ ଗୁଳି
ପୁରୀ: ରେଲୱେ ଷ୍ଟେସନରୁ ୧୫୦ଟି ଜୀବନ୍ତ ଗୁଳି ଜବତ l ପୁରୁଷୋତ୍ତମ ଏକ୍ସପ୍ରେସର S2 ସ୍ଲିପର କୋଚ ବଗିର ସିଟ ତଳୁ ଜବତ ହୋଇଛି ଏହି ଗୁଳି l ସନ୍ଦିଗ୍ଧ ଅବସ୍ଥାରେ ଏକ କଳା ବ୍ୟାଗକୁ ଆରପିଏଫ ଦ୍ୱରା ଯାଞ୍ଚ ସମୟରେ ଜବତ କରାଯାଇଥିଲା। ଆଉ ଯାଞ୍ଚରୁ ଏହା ଭିତରୁ ୧୫୦ଟି ୮ ଏମଏମ ଗୁଳି ଉଦ୍ଧାର ହୋଇଛି l ଏନେଇ ଆରପିଏଫ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଇଥିବାବେଳେ ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l
ପୁରୀ: ରେଲୱେ ଷ୍ଟେସନରୁ ୧୫୦ଟି ଜୀବନ୍ତ ଗୁଳି ଜବତ l ପୁରୁଷୋତ୍ତମ ଏକ୍ସପ୍ରେସର S2 ସ୍ଲିପର କୋଚ ବଗିର ସିଟ ତଳୁ ଜବତ ହୋଇଛି ଏହି ଗୁଳି l ସନ୍ଦିଗ୍ଧ ଅବସ୍ଥାରେ ଏକ କଳା ବ୍ୟାଗକୁ ଆରପିଏଫ ଦ୍ୱରା ଯାଞ୍ଚ ସମୟରେ ଜବତ କରାଯାଇଥିଲା।
ଆଉ ଯାଞ୍ଚରୁ ଏହା ଭିତରୁ ୧୫୦ଟି ୮ ଏମଏମ ଗୁଳି ଉଦ୍ଧାର ହୋଇଛି l ଏନେଇ ଆରପିଏଫ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଇଥିବାବେଳେ ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l