ପୂରଣ ହେଲାନି ପ୍ରତିଶ୍ରୁତି, ଭୋଟ୍ ଦେଲେନି ଗ୍ରାମବାସୀ
ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍ ଟ୍ୟପ୍ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍ ଦେଲେନି ଗ୍ରାମବାସୀ ।