ପୂରିନି ଦେଢ଼ବର୍ଷ, ଦଇବ ଦେଲା ଦୁଃଖ; ଲିଭିଗଲା ସିନ୍ଦୂର, ବାପ ଛେଉଁଣ୍ଡ ହେଲା କଅଁଳ ଝିଅ
କାନ୍ଦ ବୋବାଳିରେ ଫାଟିପଡ଼ୁଛି ଘର... ଦାଣ୍ଡ ଦୂଆରେ ଚାଲିଛି କୋକେଇ ବନ୍ଧା । ମା’ କାନ୍ଦିକାନ୍ଦି ମାଟିରେ ଲୋଟି ପଡ଼ୁଛନ୍ତି । ଆଉ ଯାହା ହାତଧରି ଏ ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ ସେ ଆଜି ଛାତି ଫଟାଇ ତାଙ୍କ ଶବ ପାଖରେ ଚିତ୍କାର କରୁଛି ।