ପୂରିଲାଣି କଣ୍ଟ, ଓଡ଼ିଶା ଛାଡ଼ୁନାହାନ୍ତି ସାରଦା

୩୫ ବର୍ଷ ହେଲା ବାହା ହୋଇ ବଲାଙ୍ଗୀରରେ ଅଛନ୍ତି। ମା ପାଇଁ ପୁଅ ବି ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି। ପରିବାରଠୁ ମାକୁ ଅଲଗା ନକରିବାକୁ ଅନୁରୋଧ କରିଛନ୍ତି।

ପୂରିଲାଣି କଣ୍ଟ, ଓଡ଼ିଶା ଛାଡ଼ୁନାହାନ୍ତି ସାରଦା
Array