ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା, ୩ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା
ଆଠଗଡ଼ ୧୩।୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା । ୩ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା । ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗାଁରେ ବୋମା ମାଡ଼ ହୋଇଛି ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା । ୩ରୁ ଅଧିକ ବୋମା ମାଡ଼ ହୋଇଥିବା ନେଇ ଆଠଗଡ଼ ଥାନାରେ ଅଭିଯୋଗ । ଅଭିଯୋଗ ଆଣିଲେ ପ୍ରଭାତ ରାଉତଙ୍କ ସ୍ତ୍ରୀ କୃଷ୍ଣ ପ୍ରିୟା ରାଉତ । ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓଙ୍କ ସହିତ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ।You Can Read:ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହଲେ ସୁଜିତ୍ କୁମାର, ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍
ଆଠଗଡ଼ ୧୩।୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା । ୩ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା । ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗାଁରେ ବୋମା ମାଡ଼ ହୋଇଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫୁଟିଲା ବୋମା । ୩ରୁ ଅଧିକ ବୋମା ମାଡ଼ ହୋଇଥିବା ନେଇ ଆଠଗଡ଼ ଥାନାରେ ଅଭିଯୋଗ । ଅଭିଯୋଗ ଆଣିଲେ ପ୍ରଭାତ ରାଉତଙ୍କ ସ୍ତ୍ରୀ କୃଷ୍ଣ ପ୍ରିୟା ରାଉତ । ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓଙ୍କ ସହିତ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ।
You Can Read: