ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ

ନୂଆପଡା  : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଦାଥୁନାମା ଗାଁରେ ଅଘଟଣ  l ଧନୁ ତୀର ମାଡ଼ରେ ରାମଚନ ପହଁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  l ଦାଥୁନାମା ଗାଁର ଜଳାରାମ ପହଁରିଆ ଧନୁତୀରରେ ରାମଚନ ପହଁରିଆଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଜଣାପଡିଛି  l ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ମାରି ଦେଇଥିବା  କୁହାଯାଉଛି  l କୋମନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l The post ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ appeared first on KNews Odisha.

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ
police

ନୂଆପଡା  : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଦାଥୁନାମା ଗାଁରେ ଅଘଟଣ  l ଧନୁ ତୀର ମାଡ଼ରେ ରାମଚନ ପହଁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି  l ଦାଥୁନାମା ଗାଁର ଜଳାରାମ ପହଁରିଆ ଧନୁତୀରରେ ରାମଚନ ପହଁରିଆଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଜଣାପଡିଛି  l ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ମାରି ଦେଇଥିବା  କୁହାଯାଉଛି  l କୋମନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l

The post ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଧନୁ ତୀର ମାଡ଼ରେ ଚାଲିଗଲା ଜୀବନ appeared first on KNews Odisha.