ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ…
କଥାରେ ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ସମ୍ଭବ। ଗୁରୁଗାଓଁର ଜଣେ ମହିଳା ଭ୍ୟାଲେଣ୍ଟାଇନ୍ ଡେ’ରେ ସେଭଳି କିଛି କରିଛନ୍ତି। ୨୪ ବର୍ଷୀୟ ଆୟୁଷୀ ରାଓ୍ବତ କ୍ୟାଶ-ଅନ୍-ଡେଲିଭରି ଅପ୍ଶନ ସହ ୧୦୦ ପିଜା ଅର୍ଡର କରିଥିଲେ। ହେଲେ ଡେଲିଭରି ଲାଗି ସେ ପୂର୍ବତନ ପ୍ରେମିକ(ଯଶ ସଂଘବୀ)ଙ୍କ ଠିକଣା ଦେଇଦେଇଥିଲେ। ଏହି ଘଟଣା ସେତେବେଳେ ଖବରକୁ ଆସିଥିଲା ଯେତେବେଳେ ଜଣେ ଡେଲିଭରି ବଏଙ୍କ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ୧୦୦ଟି ପିଜା […] The post ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ… appeared first on Dharitri Odia News.
କଥାରେ ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ସମ୍ଭବ। ଗୁରୁଗାଓଁର ଜଣେ ମହିଳା ଭ୍ୟାଲେଣ୍ଟାଇନ୍ ଡେ’ରେ ସେଭଳି କିଛି କରିଛନ୍ତି। ୨୪ ବର୍ଷୀୟ ଆୟୁଷୀ ରାଓ୍ବତ କ୍ୟାଶ-ଅନ୍-ଡେଲିଭରି ଅପ୍ଶନ ସହ ୧୦୦ ପିଜା ଅର୍ଡର କରିଥିଲେ। ହେଲେ ଡେଲିଭରି ଲାଗି ସେ ପୂର୍ବତନ ପ୍ରେମିକ(ଯଶ ସଂଘବୀ)ଙ୍କ ଠିକଣା ଦେଇଦେଇଥିଲେ।
ଏହି ଘଟଣା ସେତେବେଳେ ଖବରକୁ ଆସିଥିଲା ଯେତେବେଳେ ଜଣେ ଡେଲିଭରି ବଏଙ୍କ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ୧୦୦ଟି ପିଜା ବାକ୍ସ ରଖିଥିବା ଦେଖାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟବହାରକାରୀ ଯୁବତୀଙ୍କ ସମାଲୋଚନା କରୁଛନ୍ତି। ସେହିଭଳି ଅନ୍ୟ କିଛି ଏହାକୁ ମାର୍କେଟିଂ ଷ୍ଟଣ୍ଟ ବୋଲି କହୁଛନ୍ତି।
The post ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ… appeared first on Dharitri Odia News.