ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଆଗୁଆ ଜାମିନ ମଞ୍ଜୁର, ଆତ୍ମସମର୍ପଣ ପରେ ଯାଇପାରିବେ ଜାମିନରେ

କଟକ ୧୯।୭: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜାମିନ ମଞ୍ଜୁର । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର ହୋଇଛି । ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଯାଇପାରିବେ ରଘୁନନ୍ଦନ । ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ ରଘୁନନ୍ଦନ ଦାସ । ଏନେଇ ବିଜେଡି ନେତା ରଘୁନନ୍ଦନଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଗିରଫଦାରୀ ଏଡ଼ାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ ।You Can Read:ପୁରୀରେ ବିଜେପିର କାର୍ଯ୍ୟକାରିଣୀ, ସାଂଗଠନିକ ଚର୍ଚ୍ଚା ସହ ପ୍ରସ୍ତୁତ ହେବ ରୋଡମ୍ୟାପ୍...

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଆଗୁଆ ଜାମିନ ମଞ୍ଜୁର, ଆତ୍ମସମର୍ପଣ ପରେ ଯାଇପାରିବେ ଜାମିନରେ

କଟକ ୧୯।୭: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜାମିନ ମଞ୍ଜୁର । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର ହୋଇଛି । ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଯାଇପାରିବେ ରଘୁନନ୍ଦନ । 

ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ ରଘୁନନ୍ଦନ ଦାସ । ଏନେଇ ବିଜେଡି ନେତା ରଘୁନନ୍ଦନଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଗିରଫଦାରୀ ଏଡ଼ାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ ।

You Can Read:

ପୁରୀରେ ବିଜେପିର କାର୍ଯ୍ୟକାରିଣୀ, ସାଂଗଠନିକ ଚର୍ଚ୍ଚା ସହ ପ୍ରସ୍ତୁତ ହେବ ରୋଡମ୍ୟାପ୍...