ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ବାଙ୍କୀ: ବାଙ୍କୀରେ ପୂର୍ବଶତ୍ରୁତାରୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ ।  କଟକ ଜିଲ୍ଲା ବାଙ୍କୀ ଥାନାର ସହଙ୍ଗା ଗୋପାଳପୁର ଗାଁର ଗୋଲକ ଜେନାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ପରିବାରର ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତ ଲଗାତାର ତିନିଟି ଵୋମାମାଡ଼ କରିଛି ।  ଏଥିରେ ଝରକା କବାଟ ଭାଙ୍ଗିରୁଜି ଯାଇଛି ।  ଅଳ୍ପକେ ବର୍ତ୍ତିଛନ୍ତି ପରିବାର ସଦସ୍ୟ ।  ଦୁର୍ବୃତ୍ତ ଜଣକ ସହଙ୍ଗା ଗୋପାଳପୁର ଗାଁର ବୋଲି ଅଭିଯୋଗ ହୋଇଛି । […] The post ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ appeared first on KNews Odisha.

ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
BOMA 4

ବାଙ୍କୀ: ବାଙ୍କୀରେ ପୂର୍ବଶତ୍ରୁତାରୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ ।  କଟକ ଜିଲ୍ଲା ବାଙ୍କୀ ଥାନାର ସହଙ୍ଗା ଗୋପାଳପୁର ଗାଁର ଗୋଲକ ଜେନାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ପରିବାରର ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତ ଲଗାତାର ତିନିଟି ଵୋମାମାଡ଼ କରିଛି ।  ଏଥିରେ ଝରକା କବାଟ ଭାଙ୍ଗିରୁଜି ଯାଇଛି ।  ଅଳ୍ପକେ ବର୍ତ୍ତିଛନ୍ତି ପରିବାର ସଦସ୍ୟ ।  ଦୁର୍ବୃତ୍ତ ଜଣକ ସହଙ୍ଗା ଗୋପାଳପୁର ଗାଁର ବୋଲି ଅଭିଯୋଗ ହୋଇଛି । ଏନେଇ ଗୋଲକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ବାଙ୍କୀ ଆଇଆଇସି ଓ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନୀଳଗିରି ; ଥଣ୍ଡାରେ ମଦ ମିଶାଇ ଶାଳୀକୁ ଦୁଷ୍କର୍ମ କଲା ଭିଣେଇ

The post ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ appeared first on KNews Odisha.