ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ହେଉଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଗଞ୍ଜାମ ଜିଲାରେ ୨୧ ପ୍ରତିଶତ ଭୋଟ୍‌ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଡେଲ ବୁଥ୍‌ ଓ ମହିଳାଙ୍କୁ ନେଇ ସଖୀ ବୁଥ୍‌ କରାଯାଇଛି। ମଡେଲ ବୁଥ୍‌ରେ ଭୋଟରଙ୍କ ପାଇଁ […] The post ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ appeared first on Dharitri Odia News.

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ହେଉଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଗଞ୍ଜାମ ଜିଲାରେ ୨୧ ପ୍ରତିଶତ ଭୋଟ୍‌ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଡେଲ ବୁଥ୍‌ ଓ ମହିଳାଙ୍କୁ ନେଇ ସଖୀ ବୁଥ୍‌ କରାଯାଇଛି। ମଡେଲ ବୁଥ୍‌ରେ ଭୋଟରଙ୍କ ପାଇଁ ପାନୀୟର ବ୍ୟବସ୍ଥା ହୋଇଛି।

The post ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ appeared first on Dharitri Odia News.