ପୋଲିସ କବ୍ଜାରେ ହାଇପ୍ରୋଫାଇଲ୍ ଦମ୍ପତି, ଅନେକ ଲୋକଙ୍କୁ ଲଗାଇଛନ୍ତି ଚୂନ
ଭୁବନେଶ୍ୱର ୩୦।୧୨ : ପୋଲିସ ହାବୁଡ଼ରେ ହାଇପ୍ରୋଫାଇଲ୍ ଦମ୍ପତି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ପି.କେ ମିଶ୍ରଙ୍କ ଝିଅ ପରିଚୟ ଦେଇ ଏକାଧିକ ଲୋକଙ୍କୁ ଠକିଛନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଛିଡା ହୋଇ ଫଟୋ ଉଠାଇଛନ୍ତି। ଏହି ଫଟୋକୁ ଦେଖାଇ ଏକାଧିକ ବଡ଼ ବଡ଼ିଆଙ୍କୁ ଜାଲରେ ପକାଇ ଠକିଛନ୍ତି ଉକ୍ତ ଦମ୍ପତି। ଇନଫୋସିଟି ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।