ପୋଖରୀରେ ଗାଧଉଥିବାବେଳେ ବୁଡ଼ିଯାଇ ୨ ଶିଶୁଙ୍କ ମୃତ୍ୟୁ

କରଞ୍ଜିଆ : ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଘଟିଛି  ଅଘଟଣ । ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ୨ ଶିଶୁ ମୃତ୍ୟୁବରଣ କରିଛନ୍ତି । ମହୁଲଡିହା ଥାନା କେଶଡିହା ଗାଁର ସମ୍ବିତ ହନହାଗା (୩) ବର୍ଷ ଏବଂ ରାଜେଶ ମହାକୁଡ଼ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମହୁଳଡିହା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି  । The post ପୋଖରୀରେ ଗାଧଉଥିବାବେଳେ ବୁଡ଼ିଯାଇ ୨ ଶିଶୁଙ୍କ ମୃତ୍ୟୁ appeared first on KNews Odisha.

ପୋଖରୀରେ ଗାଧଉଥିବାବେଳେ ବୁଡ଼ିଯାଇ ୨ ଶିଶୁଙ୍କ ମୃତ୍ୟୁ
ps

କରଞ୍ଜିଆ : ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଘଟିଛି  ଅଘଟଣ । ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ୨ ଶିଶୁ ମୃତ୍ୟୁବରଣ କରିଛନ୍ତି । ମହୁଲଡିହା ଥାନା କେଶଡିହା ଗାଁର ସମ୍ବିତ ହନହାଗା (୩) ବର୍ଷ ଏବଂ ରାଜେଶ ମହାକୁଡ଼ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମହୁଳଡିହା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି  ।

The post ପୋଖରୀରେ ଗାଧଉଥିବାବେଳେ ବୁଡ଼ିଯାଇ ୨ ଶିଶୁଙ୍କ ମୃତ୍ୟୁ appeared first on KNews Odisha.