ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ: ୯୩.୬୦% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ। ୯୩.୬୦% ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପାସ୍ କରିଛନ୍ତି। ଗତ ବର୍ଷ ତୁଳନାରେ ପାସ୍ ହାର ୦.୦୬ ପ୍ରତିଶତ ବୃଦ୍ଧି ପାଇଛି। ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍‌ହାର ଅଧିକ ରହିଛି।  ୯୫% ଝିଅ ପରୀକ୍ଷାରେ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ - cbseresults.nic.in ଏବଂ results.cbse.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ। Central Board of Secondary Education (CBSE) declares Class X results.CBSE Class X results: 93.60% of students pass the board exams. Passing percentage increased by 0.06% since last year.Girls outshine boys by over 2.37% points; 95% girls passed the exam. pic.twitter.com/mveEwovbIC— ANI (@ANI) May 13, 2025ଏହାପୂର୍ବରୁ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ୪୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀର ଫାଇନାଲ ପରୀକ୍ଷା ୪ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ: ୯୩.୬୦% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ। ୯୩.୬୦% ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପାସ୍ କରିଛନ୍ତି। ଗତ ବର୍ଷ ତୁଳନାରେ ପାସ୍ ହାର ୦.୦୬ ପ୍ରତିଶତ ବୃଦ୍ଧି ପାଇଛି। ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍‌ହାର ଅଧିକ ରହିଛି।  ୯୫% ଝିଅ ପରୀକ୍ଷାରେ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ - cbseresults.nic.in ଏବଂ results.cbse.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ। 

ଏହାପୂର୍ବରୁ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ୪୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀର ଫାଇନାଲ ପରୀକ୍ଷା ୪ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା।