ପ୍ରଚଣ୍ଡ ତାତିରେ ଜଳିଲା ସାରା ଓଡିଶା, ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ରେକର୍ଡ
ଭୁବନେଶ୍ବର ୨୮।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ରବିବାର ରାଜ୍ୟରେ ୪୪ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରହିଛି । ୨୭ ସହରରେ ଦିନ ତାପମାତ୍ର ୪୦ ଡିଗ୍ରୀ କିମ୍ବା ଅଧିକ ରହିଛି । ଦିନ ତାପମାତ୍ରା ରେକର୍ଡ ଅନୁଯାୟୀ, ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବୌଦ୍ଧରେ ୪୪.୧, ବାରିପଦାରେ ୪୪, ନୟାଗଡ଼ ଓ କଟକ ୪୩.୭, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୩.୫, ବଲାଙ୍ଗିରରେ ୪୩.୩, ଭୁବନେଶ୍ୱରରେ ୪୩.୨, ଭବାନୀପାଟଣାରେ ୪୩, ପାରଳାଖେମୁଣ୍ଡିରେ ୪୨.୮, କେନ୍ଦୁଝରରେ ୪୨.୭, ଯାଜପୁରରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।You Can Read :ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି
ଭୁବନେଶ୍ବର ୨୮।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ରବିବାର ରାଜ୍ୟରେ ୪୪ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରହିଛି । ୨୭ ସହରରେ ଦିନ ତାପମାତ୍ର ୪୦ ଡିଗ୍ରୀ କିମ୍ବା ଅଧିକ ରହିଛି । ଦିନ ତାପମାତ୍ରା ରେକର୍ଡ ଅନୁଯାୟୀ, ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବୌଦ୍ଧରେ ୪୪.୧, ବାରିପଦାରେ ୪୪, ନୟାଗଡ଼ ଓ କଟକ ୪୩.୭, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୩.୫, ବଲାଙ୍ଗିରରେ ୪୩.୩, ଭୁବନେଶ୍ୱରରେ ୪୩.୨, ଭବାନୀପାଟଣାରେ ୪୩, ପାରଳାଖେମୁଣ୍ଡିରେ ୪୨.୮, କେନ୍ଦୁଝରରେ ୪୨.୭, ଯାଜପୁରରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।
You Can Read :