ପ୍ରଚାରରେ ସ୍କୁଲ ପିଲାଙ୍କୁ ବ୍ୟବହାର, ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ବିଜେଡିର ଫେରାଦ

ଭୁବନେଶ୍ୱର ୨୩।୦୪ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ବିଜେଡି । ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ ବିରୋଘରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଖବର ଅନୁଯାୟୀ, ସୋମବାର ଅପରାଜିତ ଷଡଙ୍ଗୀ ରାଲି କରୁଥିଲେ । ଏହି ସମୟରେ ସ୍କୁଲ ଫେରନ୍ତା ପିଲାଙ୍କ ସାଙ୍ଗରେ ଧରି ପ୍ରଚାର କରୁଥିଲେ । ୪୨ ଡିଗ୍ରୀ ଖରାରରେ ଛୋଟ ପିଲାଙ୍କ ବ୍ୟବହାର କରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।   

ପ୍ରଚାରରେ ସ୍କୁଲ ପିଲାଙ୍କୁ ବ୍ୟବହାର, ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ବିଜେଡିର ଫେରାଦ

ଭୁବନେଶ୍ୱର ୨୩।୦୪ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ବିଜେଡି । ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ ବିରୋଘରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । 

ଖବର ଅନୁଯାୟୀ, ସୋମବାର ଅପରାଜିତ ଷଡଙ୍ଗୀ ରାଲି କରୁଥିଲେ । ଏହି ସମୟରେ ସ୍କୁଲ ଫେରନ୍ତା ପିଲାଙ୍କ ସାଙ୍ଗରେ ଧରି ପ୍ରଚାର କରୁଥିଲେ । ୪୨ ଡିଗ୍ରୀ ଖରାରରେ ଛୋଟ ପିଲାଙ୍କ ବ୍ୟବହାର କରିବା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।