ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର ପ୍ରଥମଥର ଭୋଟ ଦେଉଥିବାରୁ ସେ ଖୁସି ବ୍ୟକ୍ତ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। The post ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ appeared first on Dharitri Odia News.

ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର ପ୍ରଥମଥର ଭୋଟ ଦେଉଥିବାରୁ ସେ ଖୁସି ବ୍ୟକ୍ତ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

The post ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ appeared first on Dharitri Odia News.