ପ୍ରଧାନମନ୍ତ୍ରୀ ଆସିଲେ, ଆମକୁ ଉତ୍ସାହିତ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତେବେ ପ୍ରଧାନମନ୍ତ୍ରୀ ଆସିଲେ, ଆମକୁ ଉତ୍ସାହିତ କରିବେ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ! 

ପ୍ରଧାନମନ୍ତ୍ରୀ ଆସିଲେ, ଆମକୁ ଉତ୍ସାହିତ କରିବେ
Array