ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ସାମ୍ବା ଆକାଶରେ ପାକ୍ ଡ୍ରୋନ, ହୋସିୟାରପୁରରେ ଶୁଣାଗଲା ବିସ୍ଫୋରଣ
ସାମ୍ବା ୧୨।୫: ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନର ଠିକ୍ ପରେ ପରେ ପୁଣି ସୀମାରେ ପାକିସ୍ତାନର ହରକତ ଦେଖାଯାଇଛି। ଜମ୍ମୁ-କାଶ୍ମୀର ସାମ୍ବା ଆକାଶରେ ଦୁଇଟି ଡ୍ରୋନ ଦେଖାଯାଇଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ରୋକିଛନ୍ତି। ଫଳରେ ଡ୍ରୋନ ଦୁଇଟି ନଷ୍ଟ ହୋଇଯାଇଥିବା ବେଳେ ହେବାକୁ ଥିବା କ୍ଷୟକ୍ଷତି ମଧ୍ୟ ଅଟକି ଯାଇଛି। #UPDATE: After the first wave of drone activity and Air Defence fire. Now, No drone activity observed for the past 15 minutes in Samba. https://t.co/wsJnadZGvx— ANI (@ANI) May 12, 2025ଏଏନଆଇର ତାଜା ଟ୍ୱିଟ୍ ରେ ସାମ୍ବାରେ ଡ୍ରୋନ ଗତିବିଦ୍ଧି ଦେଖାଯିବା ନେଇ ସୂଚିତ କରାଯାଇଛି। ତେବେ ଗତ ୧୫ ମିନିଟ୍ ହେଲା ସେପରି କିଛି ଦେଖାଯାଇ ନାହିଁ ବୋଲି କୁହାଯାଇଛି। ସେପଟେ ସିଜ ଫାୟାରର ଦୁଇ ଦିନ ପରେ ପୁଣି ସୀମାବର୍ତ୍ତି ଅଞ୍ଚଳର ଆକାଶରେ ଡ୍ରୋନ ଦେଖାଯିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ଏ ନେଇ ଭାରତୀୟ ସେନାର ବୟାନ ମଧ୍ୟ ଆସିଛି। ସେନାପକ୍ଷରୁ କୁହାଯାଇଛି ଯେ ସାମ୍ବା ସେକ୍ଟରକୁ ଖୁବ୍ କମ ସଂଖ୍ୟାରେ ଡ୍ରୋନ ଆସିଛି। ସେଗୁଡିକର ମୁକାବିଲା କରାଯାଇଛି ଓ ଚିନ୍ତାର କୌଣସି କାରଣ ନାହିଁ ।Comparatively, a very small number of drones have come in
ସାମ୍ବା ୧୨।୫: ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନର ଠିକ୍ ପରେ ପରେ ପୁଣି ସୀମାରେ ପାକିସ୍ତାନର ହରକତ ଦେଖାଯାଇଛି। ଜମ୍ମୁ-କାଶ୍ମୀର ସାମ୍ବା ଆକାଶରେ ଦୁଇଟି ଡ୍ରୋନ ଦେଖାଯାଇଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ରୋକିଛନ୍ତି। ଫଳରେ ଡ୍ରୋନ ଦୁଇଟି ନଷ୍ଟ ହୋଇଯାଇଥିବା ବେଳେ ହେବାକୁ ଥିବା କ୍ଷୟକ୍ଷତି ମଧ୍ୟ ଅଟକି ଯାଇଛି।
#UPDATE: After the first wave of drone activity and Air Defence fire. Now, No drone activity observed for the past 15 minutes in Samba. https://t.co/wsJnadZGvx— ANI (@ANI) May 12, 2025
ଏଏନଆଇର ତାଜା ଟ୍ୱିଟ୍ ରେ ସାମ୍ବାରେ ଡ୍ରୋନ ଗତିବିଦ୍ଧି ଦେଖାଯିବା ନେଇ ସୂଚିତ କରାଯାଇଛି। ତେବେ ଗତ ୧୫ ମିନିଟ୍ ହେଲା ସେପରି କିଛି ଦେଖାଯାଇ ନାହିଁ ବୋଲି କୁହାଯାଇଛି। ସେପଟେ ସିଜ ଫାୟାରର ଦୁଇ ଦିନ ପରେ ପୁଣି ସୀମାବର୍ତ୍ତି ଅଞ୍ଚଳର ଆକାଶରେ ଡ୍ରୋନ ଦେଖାଯିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ଏ ନେଇ ଭାରତୀୟ ସେନାର ବୟାନ ମଧ୍ୟ ଆସିଛି। ସେନାପକ୍ଷରୁ କୁହାଯାଇଛି ଯେ ସାମ୍ବା ସେକ୍ଟରକୁ ଖୁବ୍ କମ ସଂଖ୍ୟାରେ ଡ୍ରୋନ ଆସିଛି। ସେଗୁଡିକର ମୁକାବିଲା କରାଯାଇଛି ଓ ଚିନ୍ତାର କୌଣସି କାରଣ ନାହିଁ ।
Comparatively, a very small number of drones have come in the Samba sector. They are being engaged and there is nothing to be alarmed: Army Sources pic.twitter.com/MIEW2b8bNy— ANI (@ANI) May 12, 2025