ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି ହଠାତ ହାଇ ସିକ୍ୟୁରିଟି ଜୋନ (ଡି ଏରିଆ) ଭିତରକୁ ପ୍ରବେଶ କରିଥିଲେ। ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ତୁରନ୍ତ ତିନି ଜଣଙ୍କୁ ହେପାଜତକୁ ନେଇଥିଲେ। ତିନି ଜଣଙ୍କୁ ଘୋଡାସାହାନର ବିକ୍ରାନ୍ତ ଗୌତମ ଏବଂ ପଶ୍ଚିମ ଚମ୍ପାରଣ ଜିଲାର ରାମନଗର ବ୍ଲକର ରବିକାନ୍ତଙ୍କୁ ଅଟକ ରଖାଯାଇଛି। ପୋଲିସ ସେମାନଙ୍କୁ ହେପାଜତକୁ ନେବା […] The post ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି ହଠାତ ହାଇ ସିକ୍ୟୁରିଟି ଜୋନ (ଡି ଏରିଆ) ଭିତରକୁ ପ୍ରବେଶ କରିଥିଲେ। ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ତୁରନ୍ତ ତିନି ଜଣଙ୍କୁ ହେପାଜତକୁ ନେଇଥିଲେ। ତିନି ଜଣଙ୍କୁ ଘୋଡାସାହାନର ବିକ୍ରାନ୍ତ ଗୌତମ ଏବଂ ପଶ୍ଚିମ ଚମ୍ପାରଣ ଜିଲାର ରାମନଗର ବ୍ଲକର ରବିକାନ୍ତଙ୍କୁ ଅଟକ ରଖାଯାଇଛି। ପୋଲିସ ସେମାନଙ୍କୁ ହେପାଜତକୁ ନେବା ପରେ ପଚରାଉଚରା କରୁଛି। ସମ୍ପୃକ୍ତ ଥାନାରୁ ତିନି ଜଣଙ୍କ ବିଷୟରେ ସୂଚନା ନିଆଯାଉଛି।

The post ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ appeared first on Dharitri Odia News.