ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର ଚାଲିଛି। ଏମିତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୁସଲମାନ ମହିଳାମାନେ ପିଏମ୍ ମୋଦିଙ୍କ ନାମର ମେହେନ୍ଦୀ ନିଜ ହାତରେ ଲଗାଇ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଭାଜପା ସରକାରର ଯୋଜନାର ମଧ୍ୟ ପ୍ରଶଂସା କରିଛନ୍ତି। ଭାଜପାର ‘ଅବକି ବାର୍ ୪୦୦ ପାର୍’ ସ୍ଲୋଗାନ ମଧ୍ୟ ତାଙ୍କ ହାତରେ ଲେଖା ରହିଛି। କେବଳ ଏତିକି ନୁହେଁ […] The post ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର ଚାଲିଛି। ଏମିତିରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୁସଲମାନ ମହିଳାମାନେ ପିଏମ୍ ମୋଦିଙ୍କ ନାମର ମେହେନ୍ଦୀ ନିଜ ହାତରେ ଲଗାଇ ଚର୍ଚ୍ଚାରେ ରହିଛନ୍ତି। ସେମାନେ ଭାଜପା ସରକାରର ଯୋଜନାର ମଧ୍ୟ ପ୍ରଶଂସା କରିଛନ୍ତି। ଭାଜପାର ‘ଅବକି ବାର୍ ୪୦୦ ପାର୍’ ସ୍ଲୋଗାନ ମଧ୍ୟ ତାଙ୍କ ହାତରେ ଲେଖା ରହିଛି। କେବଳ ଏତିକି ନୁହେଁ ମୁସଲମାନ ମହିଳାମାନେ ଯୋଗୀ ଆଦିତ୍ୟନାଥଙ୍କ ନାମର ମେହେନ୍ଦୀ ହାତରେ ଲଗାଇଛନ୍ତି। ଏପରିକି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାର ଇଚ୍ଛା ପ୍ରକାଶ କରିଛନ୍ତି।
#PMModi को जिताने के लिए #MuslimWomen ने ये क्या किया!
सब्सक्राइब करें #TimesNowNavbharat
https://t.co/ogFsKfrAlB#TimesNowNavbharatOriginals #TNNOriginals #BJP#NarendraModi #PrayagrajNews #LokSabhaElections2024 pic.twitter.com/aYC3V8Sn3e
— Times Now Navbharat (@TNNavbharat) May 10, 2024
The post ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ… appeared first on Dharitri Odia News.