ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି

ରାଉରକେଲା ୪।୮: ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ । ଶନିବାର ମନ୍ଦିରା ଡ୍ୟାମ୍‌ର ୧୧ ଗେଟ୍ ଖୋଲିଥିବା ବେଳେ ବାଲୁଘାଟରେ ବନ୍ୟା ପାଣି ପସିଛି I ବ୍ରାହ୍ମଣୀ ନଦୀର ବନ୍ୟା ପାଣି ତଳିଆ ଅଞ୍ଚଳ ବାଲୁଘାଟରେ ପସିବା ଯୋଗୁଁ ବାଲୁଘାଟର ୯ଟି ଘରେ ପାଣି ପସିଛି । ବ୍ୟବସ୍ଥିତ ଅନୁସାରେ ମହାନଗର ନିଗମର ଡ୍ରେନ ଠିକ୍ ରୂପେ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ପାଣି ବାଲିଘାଟରେ ପସୁଛି । ସ୍ଥାନୀୟ ଲୋକଙ୍କ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ I ବାରମ୍ବାର ଡ୍ରେନ୍ ବ୍ୟବସ୍ଥା ସୁଧାରିବାକୁ କହିଲେ ବି ପ୍ରଶାସନ ଚୁପ୍ । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।You Can Read:ଯୌତୁକ ପାଇଁ ବଧୂହତ୍ୟା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ 

ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ, ବାଲୁଘାଟ ଅଞ୍ଚଳର ୯ଟି ଘରେ ପସିଲା ପାଣି

ରାଉରକେଲା ୪।୮: ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ । ଶନିବାର ମନ୍ଦିରା ଡ୍ୟାମ୍‌ର ୧୧ ଗେଟ୍ ଖୋଲିଥିବା ବେଳେ ବାଲୁଘାଟରେ ବନ୍ୟା ପାଣି ପସିଛି I ବ୍ରାହ୍ମଣୀ ନଦୀର ବନ୍ୟା ପାଣି ତଳିଆ ଅଞ୍ଚଳ ବାଲୁଘାଟରେ ପସିବା ଯୋଗୁଁ ବାଲୁଘାଟର ୯ଟି ଘରେ ପାଣି ପସିଛି । ବ୍ୟବସ୍ଥିତ ଅନୁସାରେ ମହାନଗର ନିଗମର ଡ୍ରେନ ଠିକ୍ ରୂପେ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ପାଣି ବାଲିଘାଟରେ ପସୁଛି । ସ୍ଥାନୀୟ ଲୋକଙ୍କ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ I ବାରମ୍ବାର ଡ୍ରେନ୍ ବ୍ୟବସ୍ଥା ସୁଧାରିବାକୁ କହିଲେ ବି ପ୍ରଶାସନ ଚୁପ୍ । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।

You Can Read:

ଯୌତୁକ ପାଇଁ ବଧୂହତ୍ୟା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ