ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ: ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଡ ଠାକୁର, ୫ ସେବାୟତ ଆହତ
କନକ ବ୍ୟୁରୋ: ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ । ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଳଭଦ୍ର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଚତୁର୍ଦ୍ଧମୂରତିଙ୍କ ଆଡପ ମଣ୍ଡପ ବିଜେ ହେଉଛି । ଚକ୍ରରାଜ ସୁଦର୍ଶନଙ୍କ ପରେ […] The post ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ: ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଡ ଠାକୁର, ୫ ସେବାୟତ ଆହତ first appeared on Kanak News.

କନକ ବ୍ୟୁରୋ: ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ । ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଳଭଦ୍ର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଚତୁର୍ଦ୍ଧମୂରତିଙ୍କ ଆଡପ ମଣ୍ଡପ ବିଜେ ହେଉଛି । ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ରଙ୍କ ଆଡପ ବିଜେ ହେଉଛି ।
The post ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ: ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଡ ଠାକୁର, ୫ ସେବାୟତ ଆହତ first appeared on Kanak News.