ପ୍ରଭୁ ଶ୍ରୀରାମଙ୍କୁ ସମର୍ପଣ ଉଦ୍ଧେଶ୍ୟରେ ଅଯୋଧ୍ୟା ଘାଟରେ ଜଳାଯିବ ୧,୧୧,୧୧୧ ଦୀପ

ଚିପିଲିମା,ମାରୱାଡି ଯୁବା ମଞ୍ଚ କ୍ଷେତରାଜପୁର ଶାଖା ଆନୁକୂଲ୍ୟରେ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।।ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଉଦ୍ଧେଶ୍ୟରେ ସମ୍ବଲପୁର ରିଂରୋଡ଼ ସ୍ଥିତ ଅଯୋଧ୍ୟା ଘାଟରେ ୧ ଲକ୍ଷ ୧୧ହଜାର ୧୧୧ ଦୀପ ପ୍ରଜ୍ବଳନ କାରାଯାଇ ପ୍ରଭୁ ଶ୍ରୀରାମ ଙ୍କୁ ସମର୍ପିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଏପରି ଏକ ସମର୍ପିତ କାର୍ଯ୍ୟକ୍ରମରେ ସମସ୍ତ ସହରବାସୀ ତଥା ଜନସାଧାରଣ ସହଯୋଗ କରିବାକୁ ମାରବାଡ଼ି ଯୁବାମଞ୍ଚ ପକ୍ଷ୍ୟରୁ […] The post ପ୍ରଭୁ ଶ୍ରୀରାମଙ୍କୁ ସମର୍ପଣ ଉଦ୍ଧେଶ୍ୟରେ ଅଯୋଧ୍ୟା ଘାଟରେ ଜଳାଯିବ ୧,୧୧,୧୧୧ ଦୀପ appeared first on Odisha.News.

ପ୍ରଭୁ ଶ୍ରୀରାମଙ୍କୁ ସମର୍ପଣ ଉଦ୍ଧେଶ୍ୟରେ ଅଯୋଧ୍ୟା ଘାଟରେ ଜଳାଯିବ ୧,୧୧,୧୧୧ ଦୀପ

ଚିପିଲିମା,ମାରୱାଡି ଯୁବା ମଞ୍ଚ କ୍ଷେତରାଜପୁର ଶାଖା ଆନୁକୂଲ୍ୟରେ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।।ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଉଦ୍ଧେଶ୍ୟରେ ସମ୍ବଲପୁର ରିଂରୋଡ଼ ସ୍ଥିତ ଅଯୋଧ୍ୟା ଘାଟରେ ୧ ଲକ୍ଷ ୧୧ହଜାର ୧୧୧ ଦୀପ ପ୍ରଜ୍ବଳନ କାରାଯାଇ ପ୍ରଭୁ ଶ୍ରୀରାମ ଙ୍କୁ ସମର୍ପିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଏପରି ଏକ ସମର୍ପିତ କାର୍ଯ୍ୟକ୍ରମରେ ସମସ୍ତ ସହରବାସୀ ତଥା ଜନସାଧାରଣ ସହଯୋଗ କରିବାକୁ ମାରବାଡ଼ି ଯୁବାମଞ୍ଚ ପକ୍ଷ୍ୟରୁ ଅନୁରୋଧ କରାଯାଇଛି।ଏପରି ଏକ ମହାନ ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଛି।

The post ପ୍ରଭୁ ଶ୍ରୀରାମଙ୍କୁ ସମର୍ପଣ ଉଦ୍ଧେଶ୍ୟରେ ଅଯୋଧ୍ୟା ଘାଟରେ ଜଳାଯିବ ୧,୧୧,୧୧୧ ଦୀପ appeared first on Odisha.News.