ପ୍ରଭୁଙ୍କ ରୋଷଶାଳାରେ କିପରି ହୁଏ ଅବଢ଼ା ପ୍ରସ୍ତୁତ|| BADA KHABAR TV

କାଳିଆ...ଯାହାର ନାଁ ଧରିଲେ ମିଳେ କୋଟି ଜନ୍ମର ପୁଣ୍ୟ । ମନକୁ ମିଳେ ଶାନ୍ତି । ଆତ୍ମା ହୁଏ ତୃପ୍ତି । ମାନଭଞ୍ଜନରେ ମାଆ ଖୁଆଇ ଦିଅନ୍ତି ଷାଠିଏ ପଉଟି ବ୍ୟଞ୍ଜନ । ଭଲ ଭଲ ଖାଇବାକୁ ଦେଇ ମାଆ ଲକ୍ଷ୍ମୀ ପ୍ରଭୁଙ୍କୁ ଶାନ୍ତ କରାଇଥାନ୍ତି । ଯେମିତି