ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ ଦଳରେ ସବୁ ଠିକ୍‌ଠାକ୍‌ କହିଛନ୍ତି ପ୍ରମିଳା। ବିଜେଡି କନ୍ଦଳ ନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଦଳରେ କେହି ମେଳି ବାନ୍ଧୁନାହାନ୍ତି। ଦଳ ବିରୋଧରେ କେହି କିଛି କହିନାହାନ୍ତି। ଦଳର ନେତା ନବୀନ ପଟ୍ଟନାୟକ ସପକ୍ଷରେ ସମସ୍ତେ ଅଛନ୍ତି। ନେତା ଆମ ଦଳର ଶୁଭଚିନ୍ତା କରି ଆଲୋଚନା କରୁଛନ୍ତି। […] The post ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ appeared first on Dharitri Odia News.

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ ଦଳରେ ସବୁ ଠିକ୍‌ଠାକ୍‌ କହିଛନ୍ତି ପ୍ରମିଳା। ବିଜେଡି କନ୍ଦଳ ନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଦଳରେ କେହି ମେଳି ବାନ୍ଧୁନାହାନ୍ତି।
ଦଳ ବିରୋଧରେ କେହି କିଛି କହିନାହାନ୍ତି। ଦଳର ନେତା ନବୀନ ପଟ୍ଟନାୟକ ସପକ୍ଷରେ ସମସ୍ତେ ଅଛନ୍ତି। ନେତା ଆମ ଦଳର ଶୁଭଚିନ୍ତା କରି ଆଲୋଚନା କରୁଛନ୍ତି। ସଂଗଠନ କଥା ଆମ ଦଳର ମୁଖ୍ୟ ବୁଝିବେ ବୋଲି ପ୍ରମିଳା କହିଛନ୍ତି।

The post ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ appeared first on Dharitri Odia News.