ପ୍ରଶାନ୍ତଙ୍କ ଦଶତୁଠରେ ପୁଅ ତନୁଜ, ଲଣ୍ଡା ହେଇ ଧରିଲା କର୍ମ। Prashant satpathy family, Pahalgam, Balasore

ପ୍ରଶାନ୍ତଙ୍କ ଦଶତୁଠରେ ପୁଅ ତନୁଜ, ଲଣ୍ଡା ହେଇ ଧରିଲା କର୍ମ। କାଶ୍ମୀରର ପହଲଗାମ୍ ରେ ଆତଙ୍କି ଗୁଳିରେ ସହିଦ୍ ହୋଇଥିବା ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ପ୍ରଶାନ୍ତଙ୍କ ଆଜି ଦଶାହ। ଦିନେ କି ଦୁଇଦିନ ନୁହେଁ ଏହାରି ଭିତରେ ବିତିଯାଇଛି ଦଶ ଦିନ। ଆଜ