ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି, ଜୁନ୍‌ ୩୦ ତାରିଖ ଡେଡ୍‌ଲାଇନ

ଭୁବନେଶ୍ବର : ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପାଇଛି। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଡେଡ୍‌ଲାଇନ ଦିଆଯାଇଛି। ଜିଲ୍ଲା, ସବ୍‌ଡିଭିଜନ, ତହସିଲ, ରାଜସ୍ବ ଗ୍ରାମ, ULB ପାଇଁ ନୋଟିସ୍‌ କରାଯାଇଛି। ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଦେଶରେ ଜନଗଣନା ହେବାକୁ ଯାଉଥିବା ବେଳେ […]

ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି, ଜୁନ୍‌ ୩୦ ତାରିଖ ଡେଡ୍‌ଲାଇନ
Revenue Department issues notification regarding administrative boundary reorganisation

ଭୁବନେଶ୍ବର : ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପାଇଛି। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଡେଡ୍‌ଲାଇନ ଦିଆଯାଇଛି। ଜିଲ୍ଲା, ସବ୍‌ଡିଭିଜନ, ତହସିଲ, ରାଜସ୍ବ ଗ୍ରାମ, ULB ପାଇଁ ନୋଟିସ୍‌ କରାଯାଇଛି।

Screenshot 1 1

ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଦେଶରେ ଜନଗଣନା ହେବାକୁ ଯାଉଥିବା ବେଳେ ଏହାର ପ୍ରକିୟା ପ୍ରାୟ ଜୁଲାଇ ପହିଲାରୁ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଜୁନ୍ ୩୦ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ କ୍ଷେତ୍ରର ସୀମା ପୁନର୍ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ।