ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଉଠିଲା ମହାଦୀପ

ଚାନ୍ଦବାଲି ୧।୧୧: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଧାମରେ ଦୀପାବଳି ଅମାବାସ୍ୟା ପୂଜା । ଏହି ପରିପ୍ରେକ୍ଷୀରେ ଶହ ଶହ ବର୍ଷର ପରମ୍ପରା ଅନୁସାରେ ଦେଉଳ ଚୂଡାକୁ ଉଠିଲା ମହାଦୀପ । ଏଭଳି ମହାଦୀପ ଉଠିବା ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳି ନଥାଏ l ଏହା ଏଠାରେ ଏକ ନିଆରା ପରମ୍ପରା l ପରମ୍ପରା ଅନୁସାରେ ସନ୍ଧ୍ଯାରେ ଷୋଡ଼ଶ ଉପଚାର ପୂଜା  ପୂର୍ବକ ଗର୍ଭ   ଗୃହରେ  ମହାଦୀପ  ଶ୍ରୀଜିଉଙ୍କୁ ବିଶ୍ୱ କଲ୍ଯାଣ ଉଦ୍ଦେଶ୍ୟରେ ସମର୍ପିତ ହୋଇ  ସମସ୍ତ ସେବାୟତ, ଭକ୍ତ  ଓ ପ୍ରଶାସନର ସହଯୋଗରେ ତିନି ଥର ମନ୍ଦିର ପରିକ୍ରମା କରି ଦେଉଳ ଚୁଡାରେ ସ୍ଥାପନ କରାଗଲା। ବାବା ଆଖଣ୍ଡଳମଣିଙ୍କ ଧାମରେ ପ୍ରତିବର୍ଷ ମହାଶିବରାତ୍ରି ଓ ଦୀପାବଳି ଅମାବାସ୍ୟାରେ ମହାଦୀପ ଉଠିଥାଏ ।You Can Read:ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୁଳଡିହା ଅଭୟାରଣ୍ୟ

ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଉଠିଲା ମହାଦୀପ

ଚାନ୍ଦବାଲି ୧।୧୧: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଧାମରେ ଦୀପାବଳି ଅମାବାସ୍ୟା ପୂଜା । ଏହି ପରିପ୍ରେକ୍ଷୀରେ ଶହ ଶହ ବର୍ଷର ପରମ୍ପରା ଅନୁସାରେ ଦେଉଳ ଚୂଡାକୁ ଉଠିଲା ମହାଦୀପ । ଏଭଳି ମହାଦୀପ ଉଠିବା ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳି ନଥାଏ l ଏହା ଏଠାରେ ଏକ ନିଆରା ପରମ୍ପରା l 

ପରମ୍ପରା ଅନୁସାରେ ସନ୍ଧ୍ଯାରେ ଷୋଡ଼ଶ ଉପଚାର ପୂଜା  ପୂର୍ବକ ଗର୍ଭ   ଗୃହରେ  ମହାଦୀପ  ଶ୍ରୀଜିଉଙ୍କୁ ବିଶ୍ୱ କଲ୍ଯାଣ ଉଦ୍ଦେଶ୍ୟରେ ସମର୍ପିତ ହୋଇ  ସମସ୍ତ ସେବାୟତ, ଭକ୍ତ  ଓ ପ୍ରଶାସନର ସହଯୋଗରେ ତିନି ଥର ମନ୍ଦିର ପରିକ୍ରମା କରି ଦେଉଳ ଚୁଡାରେ ସ୍ଥାପନ କରାଗଲା। ବାବା ଆଖଣ୍ଡଳମଣିଙ୍କ ଧାମରେ ପ୍ରତିବର୍ଷ ମହାଶିବରାତ୍ରି ଓ ଦୀପାବଳି ଅମାବାସ୍ୟାରେ ମହାଦୀପ ଉଠିଥାଏ ।

You Can Read:

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୁଳଡିହା ଅଭୟାରଣ୍ୟ