ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ

ଅଯୋଦ୍ଧା,୨୨ା୧: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ  ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଥିଲେ। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟମହାଦେଇ ମଧ୍ୟ ଅଯୋଧ୍ୟାକୁ ଯାଇଛନ୍ତି। The post ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ appeared first on Dharitri Odia News.

ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ

ଅଯୋଦ୍ଧା,୨୨ା୧: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ  ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ।

ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଥିଲେ। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟମହାଦେଇ ମଧ୍ୟ ଅଯୋଧ୍ୟାକୁ ଯାଇଛନ୍ତି।

The post ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ appeared first on Dharitri Odia News.