ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର ।
କନକ ବ୍ୟୁରୋ: ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ । ଏନେଇ ଟୁଇଟ୍ କରି ଓଡିଶା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶ୍ରୀଧର ଦେବ ଆଜି ନାମାଙ୍କନ ମଧ୍ୟ ଭରିସାରିଥିଲେ, ହେଲେ ଏହାପରେ ମଧ୍ୟ ତାଙ୍କୁ ହଟେଇ ସାକା ସୁଜିତ୍ କୁମାରଙ୍କୁ ଟିକେଟ୍ ଦେଇଛି ଦଳ । […] The post ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର । first appeared on Kanak News.

This is for the information to general public that official candidate of INC from (134) Digapahandi assembly is Saka Sujit Kumar.
ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ୧୩୪ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ଶ୍ରୀ ସାକା ସୁଜିତ୍ କୁମାରଙ୍କ ନାମ ଘୋଷଣା…— Odisha Congress (@INCOdisha) April 24, 2024
The post ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର । first appeared on Kanak News.