ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ

ପାଟଣା: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ସମେତ କେନ୍ଦୁଝର ସଦର ବିଧାୟିକା ପ୍ରାର୍ଥୀନୀ ପ୍ରତିଭା ମଞ୍ଜରୀ ନାଏକ, ପାଟଣା ବିଧାୟକ ପ୍ରାର୍ଥୀ ହୃଷୀକେଶ ନାଏକ ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାୟକ କାଳୀ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଦଳ […]

ପ୍ରାର୍ଥୀପତ୍ର ଦାଖଲ କଲେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ

ପାଟଣା: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ସମେତ କେନ୍ଦୁଝର ସଦର ବିଧାୟିକା ପ୍ରାର୍ଥୀନୀ ପ୍ରତିଭା ମଞ୍ଜରୀ ନାଏକ, ପାଟଣା ବିଧାୟକ ପ୍ରାର୍ଥୀ ହୃଷୀକେଶ ନାଏକ ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାୟକ କାଳୀ ପଡିଆ ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଦଳ ପ୍ରତି କେନ୍ଦୁଝର ଜିଲ୍ଲାର ସାଧାରଣ ଜନତାଙ୍କ ଜନସମର୍ଥନ ଦେଖି ବିଜେପି-ବିଜେଡ଼ିର କଳି ଭିତରେ କଂଗ୍ରେସ ଏଥର ଫାଇଦା ନେଇପାରେ ବୋଲି ଚର୍ଚ୍ଚା ହେଉଛି।