ପ୍ରେରଣାର ଉତ୍ସ- ଜଗଜୀବନ
ସେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଦିନେ ସେ ଛେଳି ଚରାଉ ଥିଲେ। ହେଲେ ଏବେ ହେବାକୁ ଯାଉଛନ୍ତି ଓଏଏସ୍ ଅଫିସର। ଏହି ସଫଳତାର କାହାଣୀ ହେଉଛି ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ସଲଣ୍ଡି ପଂଚାୟତ ଅଏଲାପାଳି ଗାଁର ଜଗଜୀବନ ମାଝୀଙ୍କର। ସେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।