ପ୍ରୋଜେକ୍ଟ ନଥାଇ ବିନା ଫଳକରେ ଚାଲିଛି ରାସ୍ତା କାମ, ବିଡିଓଙ୍କ ପାଖରେ ଖବର ନାହିଁ

ଚାନ୍ଦବାଲି ୮।୪: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ସମିପାଟିଆ ଗାଁରେ ଆଚରଣବିଧି ନିୟମକୁ ଉଲଙ୍ଘନ କରି ନିର୍ମାଣ ଚାଲିଛି ନୂତନ ରାସ୍ତାକାମ । ନିର୍ବାଚନ ପାଇଁ କୌଣସି ନୂଆ କାର୍ଯ୍ୟର ପ୍ରୋଜେକ୍ଟ ନଥିବା ବେଳେ ଵିନା ଫଳକରେ ଗାଁରେ କାହିଁକି ହେଉଛି ରାସ୍ତା କାମ ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେତେ ଟଙ୍କାରେ କାର୍ଯ୍ୟ ଓ କୌଣସି ପଲ୍ଲୀସଭା ନ ହୋଇ ବିନା ଫଳକରେ ହେଉଥିବା ଏହି କାର୍ଯ୍ୟକୁ ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ କୌଣସି ସରକାରୀ ପ୍ରୋଜେକ୍ଟ ନଥିଲେ ମଧ୍ୟ କାହିଁକି  ଏହି କାର୍ଯ୍ୟ ହେଉଛି ବୋଲି ସେହି ଗାଁର ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା କାମ ଘଟଣାରେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଖବର ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । You Can Read :ବିଜେଡିର ମିଶ୍ରଣ ପର୍ବ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଯୁବନେତା

ପ୍ରୋଜେକ୍ଟ ନଥାଇ ବିନା ଫଳକରେ ଚାଲିଛି ରାସ୍ତା କାମ, ବିଡିଓଙ୍କ ପାଖରେ ଖବର ନାହିଁ

ଚାନ୍ଦବାଲି ୮।୪: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ସମିପାଟିଆ ଗାଁରେ ଆଚରଣବିଧି ନିୟମକୁ ଉଲଙ୍ଘନ କରି ନିର୍ମାଣ ଚାଲିଛି ନୂତନ ରାସ୍ତାକାମ । ନିର୍ବାଚନ ପାଇଁ କୌଣସି ନୂଆ କାର୍ଯ୍ୟର ପ୍ରୋଜେକ୍ଟ ନଥିବା ବେଳେ ଵିନା ଫଳକରେ ଗାଁରେ କାହିଁକି ହେଉଛି ରାସ୍ତା କାମ ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେତେ ଟଙ୍କାରେ କାର୍ଯ୍ୟ ଓ କୌଣସି ପଲ୍ଲୀସଭା ନ ହୋଇ ବିନା ଫଳକରେ ହେଉଥିବା ଏହି କାର୍ଯ୍ୟକୁ ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ କୌଣସି ସରକାରୀ ପ୍ରୋଜେକ୍ଟ ନଥିଲେ ମଧ୍ୟ କାହିଁକି  ଏହି କାର୍ଯ୍ୟ ହେଉଛି ବୋଲି ସେହି ଗାଁର ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା କାମ ଘଟଣାରେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଖବର ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । 

You Can Read :

ବିଜେଡିର ମିଶ୍ରଣ ପର୍ବ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଯୁବନେତା