ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଡବଲ ଧମାକା । ଅବନୀ ଲେଖରାଙ୍କୁ ସ୍ୱର୍ଣ୍ଣ ତ ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ

କନକ ବ୍ୟୁରୋ : ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତୀୟ ସୁଟର ଅବନୀ ଲେଖରା କମାଲ କରିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲରେ ଶୁକ୍ରବାର ଦିନ ଅବନୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଭାରତୀୟ ଖେଳାଳୀ ମୋନା ଅଗ୍ରୱାଲ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦୁଇପଦକ ସହ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଖାତା ଖୋଲିଛି ।   