ଫାଇନାନ୍ସ ଏଜେଣ୍ଟଙ୍କ ନିକଟରୁ ଲୁଟ୍, ୩ ଦିନ ମଧ୍ୟରେ ଜଣେ ମହିଳାଙ୍କ ସମେତ ୫ ଗିରଫ
ଜଳେଶ୍ବର ୧୩।୭: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଛଡିହା ନିକଟରୁ ଗତ ୧୦ ତାରିଖ ରାତି ୧୦ଟା ସମୟରେ ଫାଇନାନ୍ସ ଏଜେଣ୍ଟଙ୍କ ନିକଟରୁ ଲକ୍ଷେ ୭୭ ହଜାର ୮ ଶହ ଟଙ୍କା ଏବଂ ଏକ ସ୍କୁଟିକୁ ଦୁର୍ବୃତ୍ତ ମାନଙ୍କ ଦ୍ବାରା ଲୁଟ ହୋଇଥିଲା । ଘଟଣା ଘଟିବାର ତିନି ଦିନ ମଧ୍ୟରେ ବସ୍ତା ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଫୋନ ଏବଂ ନଗଦ ଲକ୍ଷେ ୪୪ ହଜାର ୫ ଶହ ଟଙ୍କା ଜବତ କରିଥିବା ଜଣାପଡିଛି । ତେବେ ଅଭିଯୋଗକାରୀ ଫାଇନାନ୍ସ କମ୍ପାନୀ ମ୍ୟାନେଜର ଶ୍ରୀବାସ୍ତବ ବେହେରାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ଅରୁଣ ସାହୁ ସୂଚନା ଦେଇଛନ୍ତି ।You Can Read:ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଉତ୍ତମ ଚିକିତ୍ସା, ଖୋଲାଅଛି ସ୍ବାସ୍ଥ୍ୟକେନ୍ଦ୍ର କିନ୍ତୁ ଦେଖିବାକୁ ମିଳୁନାହାନ୍ତି ଡାକ୍ତର
ଜଳେଶ୍ବର ୧୩।୭: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଛଡିହା ନିକଟରୁ ଗତ ୧୦ ତାରିଖ ରାତି ୧୦ଟା ସମୟରେ ଫାଇନାନ୍ସ ଏଜେଣ୍ଟଙ୍କ ନିକଟରୁ ଲକ୍ଷେ ୭୭ ହଜାର ୮ ଶହ ଟଙ୍କା ଏବଂ ଏକ ସ୍କୁଟିକୁ ଦୁର୍ବୃତ୍ତ ମାନଙ୍କ ଦ୍ବାରା ଲୁଟ ହୋଇଥିଲା । ଘଟଣା ଘଟିବାର ତିନି ଦିନ ମଧ୍ୟରେ ବସ୍ତା ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨ଟି ମୋଟର ସାଇକେଲ, ୪ଟି ମୋବାଇଲ ଫୋନ ଏବଂ ନଗଦ ଲକ୍ଷେ ୪୪ ହଜାର ୫ ଶହ ଟଙ୍କା ଜବତ କରିଥିବା ଜଣାପଡିଛି ।
ତେବେ ଅଭିଯୋଗକାରୀ ଫାଇନାନ୍ସ କମ୍ପାନୀ ମ୍ୟାନେଜର ଶ୍ରୀବାସ୍ତବ ବେହେରାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ଅରୁଣ ସାହୁ ସୂଚନା ଦେଇଛନ୍ତି ।
You Can Read: